ଜାଣନ୍ତୁ ରବିବାର କେତେ ରହିଛି ସୁନା ମୂଲ୍ୟ | Find out what the price of gold is on Sunday.
News
oi-Nibedita Mahanty
Gold Rate In India: ସୁନାର ବଢୁଥିବା ଦର ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି । ଆଜି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୭,୭୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୯୫,୬୭୦ ଟଙ୍କା ରହିଛି । ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, କେରଳ, ପୁଣେ ଏବଂ ଅହମଦାବାଦ ଭଳି ସହରରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୮୭,୭୭୦ ଟଙ୍କାରେ ରହିଛି। ଦିଲ୍ଲୀରେ ସୁନା ଦର ୮୭,୮୫୦ ଟଙ୍କା ରହିଛି ।

ଚେନ୍ନାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୫,୬୦୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୯୩,୩୮୦ ଟଙ୍କା ରହିଛି ସେହିପରି ହେଦରାବାଦରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୫,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୯୩,୩୮୦ ଟଙ୍କା ରହିଛି । ଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୯୨,୯୯୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୫,୨୫୦ ଟଙ୍କା ରହିଛି ।
ମାୟାନଗରୀ ମୁମ୍ବାଇରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୫,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୯୩,୩୮୦ ଟଙ୍କା ରହିଛି । କୋଲକତାରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୮୫,୬୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୯୩,୩୮୦ ଟଙ୍କା ରହିଛି ।